ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତିବାଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତିବାଦ   ବିଶେଷ୍ୟ

ଅର୍ଥ : କୌଣସି କଥା,ଦାବି ଆଦି ନିମନ୍ତେ କହିବା

ଉଦାହରଣ : ଭ୍ରଷ୍ଟାଚାର ବିରୁଦ୍ଧରେ ଆମକୁ ନିଜର ପ୍ରତିବାଦ ସରକାରଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାକୁ ପଡିବ

ସମକକ୍ଷ : ସ୍ବର

कोई बात, माँग आदि के लिए कथन।

भ्रष्टाचार के खिलाफ हमें अपनी आवाज सरकार तक पहुँचानी है।
आवाज, आवाज़

The communication (in speech or writing) of your beliefs or opinions.

Expressions of good will.
He helped me find verbal expression for my ideas.
The idea was immediate but the verbalism took hours.
expression, verbal expression, verbalism

ଅର୍ଥ : କାହାରି ବାକ୍ୟ ବା ସିଦ୍ଧାନ୍ତର ଖଣ୍ଡନ କରିବା ନିମନ୍ତେ ବା ତାହାର ବିରୋଧ କରିବାପାଇଁ କୁହାଯାଇଥିବା କଥା

ଉଦାହରଣ : ପୃଥିବୀ ସ୍ଥିର ଅଛି ଏବଂ ସୂର୍ଯ୍ୟ ଗତିମାନ, ସର୍ବ ପ୍ରଥମେ ଏହି କଥାର ପ୍ରତିବାଦ ସୁକରାତ କରିଥିଲେ

ସମକକ୍ଷ : ଉଚ୍ଛେଦ, ଉଚ୍ଛେଦନ, ଖଣ୍ଡନ, ବିରୋଧ

किसी के वाक्य या सिद्धांत का खंडन करने के निमित्त या उसका विरोध करने के लिए कही हुई बात।

पृथ्वी स्थिर है और सूर्य गतिमान, इस बात का सर्वप्रथम प्रतिवाद सुकरात ने किया था।
अपनय, अपनयन, अपनोदन, अपवाद, उच्छेद, उच्छेदन, खंडन, खण्डन, टिरफिस, प्रतिवाद, विरोध

A defendant's answer or plea denying the truth of the charges against him.

He gave evidence for the defense.
defence, defense, demurrer, denial