ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭଙ୍ଗାରୁଜା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭଙ୍ଗାରୁଜା   ବିଶେଷ୍ୟ

ଅର୍ଥ : କୌଣସି ଜିନିଷକୁ ନଷ୍ଟ କରିବା ନିମନ୍ତେ ତାକୁ ଭାଙ୍ଗିବା କାମ

ଉଦାହରଣ : ମଜଦୁରମାନେ ନିଜ ଦାବି ହାସଲ କରିବାପାଇଁ ଭଙ୍ଗାରୁଜା ନୀତି ଆପଣେଇଛନ୍ତିମଜଦୁରମାନେ ନିଜ ଦାବି ହାସଲପାଇଁ ମିଲରେ ଭଙ୍ଗାରୁଜା କଲେ

ସମକକ୍ଷ : ଧ୍ୱଂସ

राष्ट्र, शासन, अर्थव्यवस्था, किसी वस्तु आदि को गम्भीर क्षति पहुँचाने या नष्ट करने का कार्य।

मज़दूरों ने अपनी माँग मनवाने के लिए तोड़-फोड़ की नीति अपनाई।
अभिध्वंस, अवदारण, टोरना, तोड़ फोड़, तोड़-फोड़, तोड़ना, तोड़ना फोड़ना, तोड़ना-फोड़ना, तोड़फोड़, तोरना, ध्वंस, ध्वंसन, ध्वन्स, ध्वन्सन, फोड़ना, भंग, भङ्ग

A deliberate act of destruction or disruption in which equipment is damaged.

sabotage

ଅର୍ଥ : ଭଙ୍ଗାରୁଜା କରିବାର କର୍ମ ବା ଭାବ

ଉଦାହରଣ : ଗୁଣ୍ଡାମାନେ ଘରେ ଭଙ୍ଗାରୁଜା କରିବା ପରେ ଘର ମାଲିକକୁ ଧମକ ଦେଇ ଚାଲିଗଲେ

ଅର୍ଥ : ଭଙ୍ଗାରୁଜା କରିବା ପ୍ରକ୍ରିୟା

ଉଦାହରଣ : ମୂର୍ତ୍ତି ଭଙ୍ଗାରୁଜା କରୁଥିବା ଲୋକଙ୍କୁ ପୋଲିସ୍ ଧରି ନେଇଗଲା

ସମକକ୍ଷ : ଖଣ୍ଡନ

तोड़ने-फोड़ने या काट-छाँट करने की क्रिया।

पुलिस मूर्ति खंडन में लगे हुए लोगों को पकड़कर ले गई।
अवदान, खंडन, खण्डन, विखंडन, विखण्डन

The act of breaking something.

The breakage was unavoidable.
break, breakage, breaking

ଭଙ୍ଗାରୁଜା   ବିଶେଷଣ

ଅର୍ଥ : ଯାହା ଭାଙ୍ଗିରୁଜି ଯାଇଛି

ଉଦାହରଣ : ସେ ଭଙ୍ଗାରୁଜା ଜିନିଷ ମଧ୍ୟ କିଣେ

ସମକକ୍ଷ : ଜୀର୍ଣ୍ଣ ଶୀର୍ଣ୍ଣ

जो टूट फूट गया हो।

वह टूटे फूटे सामान भी खरीदता है।
जीर्ण शीर्ण, टूटा फूटा

Worn and broken down by hard use.

A creaky shack.
A decrepit bus...its seats held together with friction tape.
A flea-bitten sofa.
A run-down neighborhood.
A woebegone old shack.
creaky, decrepit, derelict, flea-bitten, run-down, woebegone