ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସନ୍ତୋଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସନ୍ତୋଷ   ବିଶେଷ୍ୟ

ଅର୍ଥ : ତୃପ୍ତି ନହେବାର ଅବସ୍ଥା ବା ଭାବ

ଉଦାହରଣ : ଭଗବାନ ବୁଦ୍ଧଙ୍କୁ ମନର ଅତୃପ୍ତିକୁ ଦୂର କରିବାର ଉପାୟ ଆନନ୍ଦ ପଚାରିଲେ

ସମକକ୍ଷ : ଅତୁଷ୍ଟି, ଅତୃପ୍ତି, ଅସନ୍ତୁଷ୍ଟି

तृप्ति न होने की अवस्था या भाव।

आनंद ने भगवान बुद्ध से मन की अतृप्ति को दूर करने का उपाय पूछा।
अतुष्टी, अतृप्ति, अपरितोष, अशांति, अशान्ति, असंतुष्टि, असंतोष, असन्तुष्टि, असन्तोष, वत

The feeling of being displeased and discontent.

He was never slow to express his dissatisfaction with the service he received.
dissatisfaction

ଅର୍ଥ : ମନରେ ଦବିରହିଥିବା କ୍ରୋଧ, ଦୁଃଖ

ଉଦାହରଣ : ବାପା ଅଫିସରୁ ଆସିବା କ୍ଷଣି ମାଆ ଦିନଯାକର ସଞ୍ଚିତ ବିରକ୍ତି ବାହାର କଲେ

ସମକକ୍ଷ : କ୍ରୋଧ, ବିରକ୍ତି

मन में दबाया हुआ क्रोध, दुख या द्वेष।

पिता के दफ्तर से आते ही माँ अपना दिनभर का गुबार निकालने लगीं।
ग़ुबार, गुबार