ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲମ୍ଫ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲମ୍ଫ   ବିଶେଷ୍ୟ

ଅର୍ଥ : ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଡେଇଁକରି ଯିବାର ପ୍ରକ୍ରିୟା

ଉଦାହରଣ : ସେ ଗୋଟିଏ ଡିଆଁରେ ନର୍ଦ୍ଦମା ପାରି ହୋଇଗଲା

ସମକକ୍ଷ : କୁଦ, ଡିଆଁ

ଅର୍ଥ : ଲମ୍ଫଦେବାର କ୍ରିୟା ବା ଭାବ

ଉଦାହରଣ : ସିଂହ ଗୋଟିଏ ଲମ୍ଫରେ ମେଣ୍ଢାଛୁଆକୁ ଧରି ଝାମ୍ପିନେଲା

झपटने की क्रिया या भाव।

सिंह ने एक ही झपट्टे में मेमने को धर दबोचा।
झपट्टा

A very rapid raid.

swoop