ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଡିଆଁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଡିଆଁ   ବିଶେଷ୍ୟ

ଅର୍ଥ : ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଡେଇଁକରି ଯିବାର ପ୍ରକ୍ରିୟା

ଉଦାହରଣ : ସେ ଗୋଟିଏ ଡିଆଁରେ ନର୍ଦ୍ଦମା ପାରି ହୋଇଗଲା

ସମକକ୍ଷ : କୁଦ, ଲମ୍ଫ

ଅର୍ଥ : ଉପରକୁ ଉଠିବାର ଚେଷ୍ଟା

ଉଦାହରଣ : ଗୋଟିଏ ଡିଆଁରେ ମାଙ୍କଡ଼ ଗଛ ଉପରେ ଯାଇବସିଲା ଆଜିକାଲି ସେୟାର ବଜାରରେ ଉତ୍ଥାନ ଘଟୁଛି

ऊपर उठने की क्रिया।

एक उछाल के साथ बंदर पेड़ पर जा बैठा।
आजकल शेयर बाजार में उछाल है।
उच्छलन, उछार, उछाल, उछाला

Increase in price or value.

The news caused a general advance on the stock market.
advance, rise

ଅର୍ଥ : ଡେଇଁବାର ପ୍ରକ୍ରିୟା ବା ଭାବ

ଉଦାହରଣ : ଡେଇଁଲେ ହାତ ଗୋଡ଼ରେ ଆଘାତ ଲାଗିପାରେ

ସମକକ୍ଷ : ଡେଇଁବା

उछलने की क्रिया या भाव।

उछलन से हाथ-पैर में चोट लग सकती है।
उच्छलन, उछलन

A light, self-propelled movement upwards or forwards.

bounce, bound, leap, leaping, saltation, spring

ଅର୍ଥ : ମାଲଖମ୍ବର ଏକ କସରତ

ଉଦାହରଣ : ପହେଲମାନ ଡିଆଁ ମାରୁଛି

मालखंभ की एक कसरत।

पहलवान फलांग कर रहा है।
फलांग