ଅର୍ଥ : କାଠ, ମାଟି, ପଥରଆଦିରେ ପାଣିରଖିବା ନିମନ୍ତେ ତିଆରି ହୋଇଥିବା ଗଭୀର ପାତ୍ର
ଉଦାହରଣ :
କୁଣ୍ଡଟି ପାଣିରେ ଭର୍ତ୍ତି ହୋଇଛି
ଅର୍ଥ : ଜଳସେଚନପାଇଁ କୂଅରୁ ପାଣି ବାହାର କରିବାର ଏକ ପାତ୍ର
ଉଦାହରଣ :
କୃଷକ କୁଣ୍ଡଦ୍ୱାରା ପାଣି ବାହାର କରି କ୍ଷେତରେ ଜଳସେଚନ କରୁଛି
ଅର୍ଥ : ମାଟିରେ ତିଆରି ଏକ ପ୍ରକାରର ବାସନ
ଉଦାହରଣ :
କୁଣ୍ଡରେ ପାଣି ଗରମ କରାଯାଏ
ଅର୍ଥ : ବଡ଼ ମାଠିଆ
ଉଦାହରଣ :
ଯାତ୍ରୀମାନଙ୍କ ପିଇବା ପାଇଁ ସେଠଜୀ ଚାରିଛକିରେ କୁଣ୍ଡରେ ପାଣି ରଖାଇଛନ୍ତି
ଅର୍ଥ : ତରଳ ପଦାର୍ଥ ବା ଗ୍ୟାସ୍ ରଖିବାପାଇଁ ଏକ ଢାଙ୍କୁଣିବାଲା କୁଣ୍ଡ
ଉଦାହରଣ :
ଟାଙ୍କିରେ ପାଣି ଭର୍ତ୍ତିକରି ରଖ କାରଣ କାଲି ପାଣି ଆସିବନାହିଁ
ସମକକ୍ଷ : ଟାଙ୍କି
ଅର୍ଥ : ଛୋଟ ନନ୍ଦିଆ
ଉଦାହରଣ :
ଶୀଲା ବାଛୁରୀକୁ କୁଣ୍ଡରେ ପାଣି ପେଉଛି
ଅର୍ଥ : ଚୌଡ଼ା ମୁହଁଥିବା ଏକ ପ୍ରକାର ବାସନ
ଉଦାହରଣ :
କୁଣ୍ଡ ଧୋଇ ସେଥିରେ କ୍ଷୀର ରଖ