ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନନ୍ଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନନ୍ଦ   ବିଶେଷ୍ୟ

ଅର୍ଥ : ଗୋଟିଏ ରାଗ

ଉଦାହରଣ : ସଂଗୀତଜ୍ଞ ନଂଦରାଗରେ ଗାଉଛନ୍ତି

ସମକକ୍ଷ : ନଂଦ, ନଂଦରାଗ, ନନ୍ଦରାଗ

एक राग।

संगीतज्ञ नंद गा रहा है।
नंद, नंद राग, नन्द, नन्द राग

Any of various fixed orders of the various diatonic notes within an octave.

mode, musical mode

ଅର୍ଥ : ଗୋକୁଳରେ ଗୋପାଳମାନଙ୍କ ମୁଖିଆ ଏବଂ ବସୁଦେବଙ୍କ ମିତ୍ର

ଉଦାହରଣ : ନନ୍ଦ ଏବଂ ଯଶୋଦା ବାଳକୃଷ୍ଣଙ୍କ ଲାଳନପାଳନ କରିଥିଲେ

गोकुल के गोपों के मुखिया और वसुदेव के मित्र।

नंद और यशोदा ने बाल कृष्ण का पालन-पोषण किया।
नंद, नन्द, बाबा नंद, बाबा नन्द

An imaginary being of myth or fable.

mythical being

ଅର୍ଥ : ଧୃତରାଷ୍ଟ୍ରଙ୍କ ଜଣେ ପୁତ୍ର

ଉଦାହରଣ : ମହାଭାରତରେ ନନ୍ଦଙ୍କ ବର୍ଣ୍ଣନା ମିଳେ

ସମକକ୍ଷ : ନଂଦ

धृतराष्ट्र के एक पुत्र।

नंद का वर्णन महाभारत में मिलता है।
नंद, नन्द

An imaginary being of myth or fable.

mythical being

ଅର୍ଥ : ମାଟି, ଗୋଡ଼ିଆଦିରେ ତିଆରିହୋଇଥିବା ବଡ଼ପାତ୍ର ଯେଉଁଥିରେ ପଶୁମାନଙ୍କୁ ଖାଦ୍ୟଖାଇବାକୁ ଓ ପାଣିପିଇବାକୁ ଦିଆଯାଏ

ଉଦାହରଣ : ରାମୁ ବଳଦମାନଙ୍କପାଇଁ ନନ୍ଦିଆରେ କୁଳୁଚି-ପାଣି ଭର୍ତ୍ତି କରୁଛି

ସମକକ୍ଷ : କୁଣ୍ଡ, ନନ୍ଦିଆ, ନାନ୍ଦ, ନାନ୍ଦିଆ

मिट्टी, कंकड़ आदि का बना वह बड़ा बरतन जिसमें पशुओं को चारा दिया या पानी पिलाया जाता है।

रामू बैलों के लिए नाँद में सानी-पानी कर रहा है।
अथरा, खोर, नाँद, नांद, नाद

A container (usually in a barn or stable) from which cattle or horses feed.

manger, trough

ଅର୍ଥ : ବସୁଦେବଙ୍କ ଜଣେ ପୁତ୍ର

ଉଦାହରଣ : ନନ୍ଦଙ୍କ ବର୍ଣ୍ଣନା ପୁରାଣରେ ମିଳେ

ସମକକ୍ଷ : ନଂଦ

वसुदेव के एक पुत्र।

नंद का वर्णन पुराणों में मिलता है।
नंद, नन्द

An imaginary being of myth or fable.

mythical being

ଅର୍ଥ : ଗୋଟିଏ ପ୍ରକାର ମୃଦଙ୍ଗ

ଉଦାହରଣ : ମହେଶ ନନ୍ଦ ବଜାଉଛି

ସମକକ୍ଷ : ନନ୍ଦ ମୃଦଙ୍ଗ

एक प्रकार का मृदंग।

महेश नंद बजा रहा है।
नंद, नन्द