ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନାନ୍ଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନାନ୍ଦ   ବିଶେଷ୍ୟ

ଅର୍ଥ : ମାଟି, ଗୋଡ଼ିଆଦିରେ ତିଆରିହୋଇଥିବା ବଡ଼ପାତ୍ର ଯେଉଁଥିରେ ପଶୁମାନଙ୍କୁ ଖାଦ୍ୟଖାଇବାକୁ ଓ ପାଣିପିଇବାକୁ ଦିଆଯାଏ

ଉଦାହରଣ : ରାମୁ ବଳଦମାନଙ୍କପାଇଁ ନନ୍ଦିଆରେ କୁଳୁଚି-ପାଣି ଭର୍ତ୍ତି କରୁଛି

ସମକକ୍ଷ : କୁଣ୍ଡ, ନନ୍ଦ, ନନ୍ଦିଆ, ନାନ୍ଦିଆ

मिट्टी, कंकड़ आदि का बना वह बड़ा बरतन जिसमें पशुओं को चारा दिया या पानी पिलाया जाता है।

रामू बैलों के लिए नाँद में सानी-पानी कर रहा है।
अथरा, खोर, नाँद, नांद, नाद

A container (usually in a barn or stable) from which cattle or horses feed.

manger, trough