ଅର୍ଥ : ଯାହାର ଜନ୍ମ ଭିନ୍ନ-ଭିନ୍ନ ବର୍ଣ୍ଣ ବା ଜାତିର ବାପା ଓ ମାଆଙ୍କଠାରୁ ହୋଇଥାଏ
ଉଦାହରଣ :
ଆମ ସମାଜରେ ବର୍ଣ୍ଣସଙ୍କରଙ୍କୁ ସହଜରେ ସ୍ୱୀକାର କରାଯାଏ ନାହିଁ
ସମକକ୍ଷ : ବର୍ଣ୍ଣସଙ୍କର, ସଙ୍କର, ହାରମଜାଦା, ହାରାମୀ
ଅର୍ଥ : ଭିନ୍ନଭିନ୍ନ ବର୍ଣ୍ଣ ବା ଜାତିର ପିତା ଓ ମାତାଙ୍କ ଠାରୁ ଯାହାଙ୍କର ଜନ୍ମହୋଇଛି
ଉଦାହରଣ :
ବେଶ୍ୟା ଜାରଜ ପିଲାକୁ ଜନ୍ମ ଦେଇଛି
ସମକକ୍ଷ : ବର୍ଣ୍ଣଶଙ୍କର, ବେଧୁଆ
ଅର୍ଥ : କୌଣସି ସ୍ତ୍ରୀର ଉପପତି ବା ଜାରପୁରୁଷ ଆଡ଼ୁ ଉତ୍ପନ୍ନ ହୋଇଥିବା ସନ୍ତାନ
ଉଦାହରଣ :
ସମାଜ ଜାରଜ ବ୍ୟକ୍ତିମାନଙ୍କୁ ସହଜରେ ସ୍ୱୀକାର କରେନାହିଁ
ସମକକ୍ଷ : ବେଧ