ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖିଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖିଲ   ବିଶେଷ୍ୟ

ଅର୍ଥ : ଖୋଳା ହୋଇଥିବା ଛିଦ୍ରରେ ଖୋପା ଯାଉଥିବା ଖିଲ

ଉଦାହରଣ : ଖିଲ ଲଗାଇବା ପରେ ଖଟର ହଲିବା ବନ୍ଦ ହୋଇଗଲା

चूल के छेद में ठोंकी जाने वाली खपची।

खपुआ लगाने के बाद से खाट का हिलना बंद हो गया।
खपुआ

ଅର୍ଥ : ଛୋଟ ଧାତବ କଣ୍ଟା

ଉଦାହରଣ : ସେ ଛିଣ୍ଡା ଚପଲରେ କଣ୍ଟା ବାଡ଼ଉଛି

ସମକକ୍ଷ : କଣ୍ଟା

छोटा महीन धातु का काँटा।

वह टूटी चप्पल में काँटी ठोंक रहा है।
काँटी, कील, खिल्ली

A thin pointed piece of metal that is hammered into materials as a fastener.

nail

ଅର୍ଥ : ଖଇର, ଚୂନଆଦି ଲଗାଇ ତାହାକୁ ଘଷି ବା ପୁଟ ଦେଲା ପରେ ପାନର ଯେଉଁ ରୂପ ହୁଏ

ଉଦାହରଣ : ସେ ପାନଖିଲ ମୁହଁରେ ଭର୍ତ୍ତି କରି ଚୋବାଇବାକୁ ଲାଗିଲା

पान का वह रूप जो कत्था, चूना लगाकर उसे लपेटने या तह करने पर होता है।

वह पान मुँह में लेकर चबाने लगा।
खिल्ली, गिलौरी, पान, बिड़िक, बीड़ा

ଅର୍ଥ : କାଗଜରେ ତିଆରି ଶଙ୍କୁ ଆକାରର ପାତ୍ର ଯେଉଁଥିରେ ଭଜା ବାଦାମ, ଚଣାଆଦି ଭର୍ତ୍ତିକରି ବିକ୍ରିକରାଯାଏ

ଉଦାହରଣ : ବାଦାମବାଲା ପିଲାଟିର ଦୁଇ ହାତରେ ଠୁଙ୍ଗା ଧରାଇଦେଲା

ସମକକ୍ଷ : ଠୁଂଗା, ଠୁଙ୍ଗା

काग़ज़ का बना शंकु जिसमें भुनी मूँगफली, चना आदि भरकर बेचते हैं।

मूँगफलीवाले ने बच्चे को दोनों हाथों में ठोंगा पकड़ाया।
ठुँगा, ठुंगा, ठोंगा

ଅର୍ଥ : କେଉଁଠି ବାଡ଼େଇବା ବା ପୋତିବା ପାଇଁ ଲୁହା ବା କାଠର କୀଳା

ଉଦାହରଣ : ଲୁଗା ଟାଙ୍ଗିବାପାଇଁ ରାମ କାନ୍ଥରେ କୀଳା ବାଡ଼େଇଲା

ସମକକ୍ଷ : କୀଳକ, କୀଳା

कहीं ठोंकने या गाड़ने के लिए लोहे या काठ की मेख।

राम ने कपड़े टाँगने के लिए दीवार में कील ठोंकी।
कील, कीलक, खिल्ली, वर्कट, शंकु, शङ्कु

Restraint that attaches to something or holds something in place.

fastener, fastening, fixing, holdfast