ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି କାର୍ଯ୍ୟାଳୟରେ କାମକରୁଥିବା ଲୋକମାନେ
ଉଦାହରଣ : ପୂରା କାର୍ୟାଳୟ କାମରେ ବ୍ୟସ୍ତ ଆଜି ପୂରା କାର୍ଯ୍ୟାଳୟ ଛୁଟି ଉପଭୋଗ କରୁଛି
ସମକକ୍ଷ : ଅଫିସ୍, ଦପ୍ତର
किसी कार्यालय में काम करनेवाले लोग।
Professional or clerical workers in an office.
ଅର୍ଥ : ଯେଉଁ ସ୍ଥାନରେ ବିଶେଷ ବ୍ୟାପାର ବା କାର୍ଯ୍ୟର ବ୍ୟବସ୍ଥା କରୁଥିବା କର୍ମଚାରୀମାନେ ବସି ସବୁ କାମ ନିୟମିତ ରୂପରେ କରନ୍ତି
ଉଦାହରଣ : ସେ ପ୍ରତିଦିନ ଠିକ୍ ସମୟରେ କାର୍ଯ୍ୟାଳୟକୁ ଯାଏ
ସମକକ୍ଷ : ଅଫିସ, ଦପ୍ତର
वह स्थान जहाँ किसी विशेष व्यापार या कार्य की व्यवस्था करने वाले कर्मचारी बैठकर सब काम बराबर नियमित रूप से करते हों।
Place of business where professional or clerical duties are performed.
ସଂସ୍ଥାପନ କରନ୍ତୁ