ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦପ୍ତର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦପ୍ତର   ବିଶେଷ୍ୟ

ଅର୍ଥ : କୌଣସି କାର୍ଯ୍ୟାଳୟରେ କାମକରୁଥିବା ଲୋକମାନେ

ଉଦାହରଣ : ପୂରା କାର୍ୟାଳୟ କାମରେ ବ୍ୟସ୍ତ ଆଜି ପୂରା କାର୍ଯ୍ୟାଳୟ ଛୁଟି ଉପଭୋଗ କରୁଛି

ସମକକ୍ଷ : ଅଫିସ୍, କାର୍ଯ୍ୟାଳୟ

किसी कार्यालय में काम करनेवाले लोग।

आज पूरा कार्यालय छुट्टी मना रहा है।
पूरा कार्यालय कार्यालयी कामों में लगा हुआ है।
आफिस, ऑफिस, कार्यालय, दफ़्तर, दफ्तर

Professional or clerical workers in an office.

The whole office was late the morning of the blizzard.
office, office staff

ଅର୍ଥ : ଯେଉଁ ସ୍ଥାନରେ ବିଶେଷ ବ୍ୟାପାର ବା କାର୍ଯ୍ୟର ବ୍ୟବସ୍ଥା କରୁଥିବା କର୍ମଚାରୀମାନେ ବସି ସବୁ କାମ ନିୟମିତ ରୂପରେ କରନ୍ତି

ଉଦାହରଣ : ସେ ପ୍ରତିଦିନ ଠିକ୍‌ ସମୟରେ କାର୍ଯ୍ୟାଳୟକୁ ଯାଏ

ସମକକ୍ଷ : ଅଫିସ, କାର୍ଯ୍ୟାଳୟ

वह स्थान जहाँ किसी विशेष व्यापार या कार्य की व्यवस्था करने वाले कर्मचारी बैठकर सब काम बराबर नियमित रूप से करते हों।

वह प्रतिदिन समय पर कार्यालय जाता है।
आफिस, ऑफिस, कार्यालय, दफ़्तर, दफ्तर

Place of business where professional or clerical duties are performed.

He rented an office in the new building.
business office, office