ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଫିସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଫିସ   ବିଶେଷ୍ୟ

ଅର୍ଥ : ଯେଉଁ ସ୍ଥାନରେ ବିଶେଷ ବ୍ୟାପାର ବା କାର୍ଯ୍ୟର ବ୍ୟବସ୍ଥା କରୁଥିବା କର୍ମଚାରୀମାନେ ବସି ସବୁ କାମ ନିୟମିତ ରୂପରେ କରନ୍ତି

ଉଦାହରଣ : ସେ ପ୍ରତିଦିନ ଠିକ୍‌ ସମୟରେ କାର୍ଯ୍ୟାଳୟକୁ ଯାଏ

ସମକକ୍ଷ : କାର୍ଯ୍ୟାଳୟ, ଦପ୍ତର

वह स्थान जहाँ किसी विशेष व्यापार या कार्य की व्यवस्था करने वाले कर्मचारी बैठकर सब काम बराबर नियमित रूप से करते हों।

वह प्रतिदिन समय पर कार्यालय जाता है।
आफिस, ऑफिस, कार्यालय, दफ़्तर, दफ्तर

Place of business where professional or clerical duties are performed.

He rented an office in the new building.
business office, office