ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କରଣୀୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କରଣୀୟ   ବିଶେଷ୍ୟ

ଅର୍ଥ : ଯେଉଁ କାର୍ଯ୍ୟକୁ କରିବା ଉଚିତ ବା ଯାହା କରିବା ଯୋଗ୍ୟ

ଉଦାହରଣ : କିଛି ବି କରିବା ପୂର୍ବରୁ କରଣୀୟ ଓ ଅକରଣୀୟ ବିଷୟରେ ନିଶ୍ଚୟ ଚିନ୍ତା କରିବା ଆବଶ୍ୟକ

ସମକକ୍ଷ : କୃତ୍ୟ

वह काम जिसे करना चाहिए या करने योग्य काम।

कुछ भी करने से पूर्व कृत्य और अकृत्य का विचार अवश्य करना चाहिए।
कृत्य

Work that you are obliged to perform for moral or legal reasons.

The duties of the job.
duty

ଅର୍ଥ : (ଇସଲାମ) ଯେଉଁ କର୍ମ ବିଧିପୂର୍ବକ ବା ଧର୍ମ ଅନୁସାରେ ହୁଏ

ଉଦାହରଣ : ଜେହାଦରେ ଭାଗ ନେବା ଆପଣଙ୍କ କର୍ତ୍ତବ୍ୟ

ସମକକ୍ଷ : କର୍ତ୍ତବ୍ୟ, ବିଧେୟ

(इस्लाम) वह कर्म जो विधिमान्य या धर्म के अनुसार हो।

जिहाद में भाग लेना आपका फर्ज है।
फर्ज, फ़र्ज़

Work that you are obliged to perform for moral or legal reasons.

The duties of the job.
duty

କରଣୀୟ   ବିଶେଷଣ

ଅର୍ଥ : କରିବା ଯୋଗ୍ୟ

ଉଦାହରଣ : ଚୋରି, ବେଇମାନୀ ଆଦି କରଣୀୟ କର୍ମ ନୁହେଁ

ସମକକ୍ଷ : କରିବାଯୋଗ୍ୟ, ସାଧ୍ୟ

करने योग्य।

चोरी,बेइमानी आदि करणीय कर्म नहीं हैं।
करणीय, साध्य

Capable of being done with means at hand and circumstances as they are.

executable, feasible, practicable, viable, workable