ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଧେୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଧେୟ   ବିଶେଷ୍ୟ

ଅର୍ଥ : ବ୍ୟାକରଣରେ ଉଦ୍ଦେଶ୍ୟକୁ ଛାଡ଼ି ବାକ୍ୟର ଯେଉଁଅଂଶରେ ଉଦ୍ଦେଶ୍ୟ ବିଷୟରେ କିଛି କୁହାଯାଇ ଥାଏ ଓ ସେଥିରେ କ୍ରିୟା ବି ଥାଏ

ଉଦାହରଣ : ରାମ ଗୋଟିଏ ଭଲ ପିଲା-ଏଥିରେ ଗୋଟିଏ ଭଲ ପିଲାବିଧେୟ

व्याकरण में उद्देश्य को छोड़कर वाक्य का वह भाग जिसमें उद्देश्य के बारे में कुछ कहा जाता है और इसमें क्रिया भी होती है।

राम एक अच्छा लड़का है में एक अच्छा लड़का है विधेय है।
विधेय

One of the two main constituents of a sentence. The predicate contains the verb and its complements.

predicate, verb phrase

ଅର୍ଥ : (ଇସଲାମ) ଯେଉଁ କର୍ମ ବିଧିପୂର୍ବକ ବା ଧର୍ମ ଅନୁସାରେ ହୁଏ

ଉଦାହରଣ : ଜେହାଦରେ ଭାଗ ନେବା ଆପଣଙ୍କ କର୍ତ୍ତବ୍ୟ

ସମକକ୍ଷ : କରଣୀୟ, କର୍ତ୍ତବ୍ୟ

(इस्लाम) वह कर्म जो विधिमान्य या धर्म के अनुसार हो।

जिहाद में भाग लेना आपका फर्ज है।
फर्ज, फ़र्ज़

Work that you are obliged to perform for moral or legal reasons.

The duties of the job.
duty