ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରୋମାଞ୍ଚ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରୋମାଞ୍ଚ   ବିଶେଷ୍ୟ

ଅର୍ଥ : ଏଭଳି ଆନନ୍ଦ ବା ଭୟ ଯେଉଁଥିରେ ଲୋମ ଛିଡ଼ା ହୋଇଯାଏ

ଉଦାହରଣ : ମୁକୁଳ ଅତ୍ୟଧିକ ରୋମାଞ୍ଚ କାରଣରୁ କଥା କହି ପାରୁନଥିଲା

ସମକକ୍ଷ : ପୁଲକ, ଲୋମହର୍ଷ

ऐसा आनंद या भय जिससे रोएँ खड़े हो जाते हैं।

मुकुल अत्यधिक रोमांच के कारण बोल नहीं पा रहा था।
पुलक, रोमांच, लोमहर्ष

Something that causes you to experience a sudden intense feeling or sensation.

The thrills of space travel.
thrill

ଅର୍ଥ : କୌତୂହଳପୂର୍ଣ୍ଣ ସମାଚାର ବା ଏପରି ସମାଚାର ଯେଉଁ ସମାଚାର ଜାଣିଲେ ଶରୀରରେ ରୋମାଞ୍ଚଜାତ ହୁଏ

ଉଦାହରଣ : ପ୍ରତ୍ୟେକ ସମାଚାର ଚ୍ୟାନେଲ ଅଦ୍ୟାବଧି ପର୍ଯ୍ୟନ୍ତ ସବୁଠାରୁ ବଡ ରୋମାଞ୍ଚ ପ୍ରଦାନ କରିଥିବା ଦାବୀ କରନ୍ତି

ऐसा समाचार जिसे जानकर शरीर में सनसनाहट पैदा हो जाए या कौतूहलभरा समाचार।

हर समाचार चैनल अब तक की सबसे बड़ी सनसनीखेज समाचार देने का दावा करता है।
सनसनीखेज समाचार, सनसनीखेज़ समाचार

Information reported in a newspaper or news magazine.

The news of my death was greatly exaggerated.
news

ଅର୍ଥ : ଭୟର କାରଣ ବା ଅନୁଭବ ହେବାର ଅବସ୍ଥା(ଅଧିକତର ସୁଖ)

ଉଦାହରଣ : ବେଳେବେଳେ କୌଣସି ଅଚାନକ ଆଶ୍ଚର୍ଯ୍ୟଜନକ କାମମଧ୍ୟ ଶିହରଣର କାରଣ ହୋଇଥାଏ

ସମକକ୍ଷ : କମ୍ପନ, ଶିହରଣ

भय का (अधिकतर सुखद) बोध या महसूस होने की अवस्था।

कभी-कभी कोई अचानक आश्चर्यजनक काम भी सिहरन का कारण होता है।
सिहरन

An almost pleasurable sensation of fright.

A frisson of surprise shot through him.
chill, frisson, quiver, shiver, shudder, thrill, tingle