ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ପନ୍ଦନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ପନ୍ଦନ   ବିଶେଷ୍ୟ

ଅର୍ଥ : ଧକଧକ ହେବାର କ୍ରିୟା ବା ଭାବ

ଉଦାହରଣ : ବ୍ୟାୟାମ ଶେଷରେ ଚୌକିରେ ବସିବାକ୍ଷଣି ଶରୀରର ଧକଧକ ବନ୍ଦ ହେଲା

ସମକକ୍ଷ : ଧକଧକ

मरमराने की क्रिया या भाव।

व्यायाम के बाद कुर्सी पर बैठते ही शरीर की मरमराहट बंद हो गई।
मरमराहट, मुरमुराहट

ଅର୍ଥ : ରହିରହି ଧୀରେଧୀରେ ହଲିବା ବା କମ୍ପିବା ପ୍ରକ୍ରିୟା

ଉଦାହରଣ : ବୈଦ୍ୟ ନାଡ଼ିର ସ୍ପନ୍ଦନ ଦେଖି ହିଁ ରୋଗର ଲକ୍ଷଣ ଜାଣିପାରନ୍ତି

ସମକକ୍ଷ : କମ୍ପନ, ପ୍ରକମ୍ପନ

रह-रहकर धीरे-धीरे हिलने या काँपने की क्रिया।

वैद्य नाड़ी स्पंदन देखकर ही रोग का पता लगा लेते हैं।
आस्पंदन, आस्पन्दन, इंग, इंगन, इङ्ग, इङ्गन, कंप, कंपन, कम्प, कम्पन, प्रकंपन, प्रकम्पन, विस्पंदन, विस्पन्दन, स्पंद, स्पंदन, स्पन्द, स्पन्दन

A shaky motion.

The shaking of his fingers as he lit his pipe.
palpitation, quiver, quivering, shakiness, shaking, trembling, vibration