ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଓଷୁଅ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଓଷୁଅ   ବିଶେଷ୍ୟ

ଅର୍ଥ : ରୋଗୀକୁ ସୁସ୍ଥ କରିବା ବା ରୋଗର ଚିକିତ୍ସାକରିବା ବା ରୋଗର ନିରାକରଣପାଇଁ ବିଧିପୂର୍ବକ ତିଆରି ହୋଇଥିବା ଔଷଧସମୂହର ବ୍ୟବହାର

ଉଦାହରଣ : ନିୟମିତ ଔଷଧ ସେବନ କଲେ ହିଁ ରୋଗ ଭଲ ହୋଇଥାଏ

ସମକକ୍ଷ : ଓଷଦ, ଔଷଧ, ଭେଷଜ, ମେଡିସିନ୍‌

रोगी को स्वस्थ करने अथवा रोग का इलाज या उसकी रोकथाम करने के लिए विधिपूर्वक बनाया हुआ पदार्थ।

नियमित औषध लेने से ही बीमारी ठीक होती है।
अगद, औषध, औषधि, जैत्र, जैवातृक, जोग, दरमन, दरमान, दवा, दवा-दारू, दवाई, दारू, पशुपति, भेषज, भैषज, भैषज्य, मेडिसिन, योग, वीरुध, वीरुधा

(medicine) something that treats or prevents or alleviates the symptoms of disease.

medicament, medication, medicinal drug, medicine