ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପବ୍ୟୟ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପବ୍ୟୟ କରିବା   କ୍ରିୟାପଦ

ଅର୍ଥ : କୌଣସି କାମରେ ହୁଙ୍କାପିଟା ଭାବରେ ଖର୍ଚ୍ଚ କରିବା

ଉଦାହରଣ : ସେ ନିଜ ଭାଇର ଚାପରେ ବହୁତ ପଇସା ଉଡ଼ାଇ ଦେଲା

ସମକକ୍ଷ : ଉଡ଼ାଇ ଦେବା

किसी कार्य में अंधाधुंध खर्च करना।

उसने अपने भाई की दवा में बहुत पैसा झोंका।
उड़ाना, झोंकना, फूँकना, फूंकना

Spend lavishly or wastefully on.

He blew a lot of money on his new home theater.
blow

ଅର୍ଥ : ବ୍ୟର୍ଥରେ ବ୍ୟୟ କରିବା ବା ବୃଥାରେ ଖର୍ଚ୍ଚ କରିବା

ଉଦାହରଣ : ସେ ଅତ୍ୟଧିକ ଅପବ୍ୟୟ କରେ

ସମକକ୍ଷ : ପଇସା ଉଡ଼ାଇବା

व्यर्थ में व्यय करना या अनाप-शनाप खर्च करना।

वह बहुत फिजूलखर्च करता है।
अपव्यय करना, पैसा उड़ाना, पैसा फूँकना, पैसा बहाना, फिज़ूलख़र्च करना, फिजूलखर्च करना

Spend frivolously and unwisely.

Fritter away one's inheritance.
dissipate, fool, fool away, fritter, fritter away, frivol away, shoot