ଅର୍ଥ : ଅନ୍ୟଦ୍ୱାରା ଉଡ଼ାଇବା କାମ କରିବା
ଉଦାହରଣ :
କୃଷକ ପିଲାମାନଙ୍କଦ୍ୱାରା ମକା ଖାଉଥିବା ପକ୍ଷୀମାନଙ୍କୁ ଉଡ଼ାଇଦେଲା
ସମକକ୍ଷ : ଘଉଡ଼ାଇବା
ଅର୍ଥ : ପବନରେ ଉପରକୁ ଉଠିବା
ଉଦାହରଣ :
ପିଲାମାନେ ଛାତ ଉପରେ ଗୁଡ଼ି ଉଡ଼ାଉଛନ୍ତି
ଅର୍ଥ : କୌଣସି ବସ୍ତୁ ବା ଜୀବକୁ ଉଡ଼ିବାରେ ପ୍ରବୃତ୍ତ କରିବା
ଉଦାହରଣ :
ପାଇଲଟ ଉଡାଜାହାଜ ଉଡ଼ାଉଅଛନ୍ତି
ସମକକ୍ଷ : ଉଡ଼ାଣ କରିବା
ଅର୍ଥ : ଜମା ହୋଇଥିବା ଶସ୍ୟକୁ ପବନରେ ଉଡ଼ାଇ ଚଷୁଆଦିକୁ ଦାନାରୁ ଅଲଗା କରିବା
ଉଦାହରଣ :
କୃଷକ ଖଳାରେ ଶସ୍ୟ ଉଡ଼ାଉଛି