ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘଉଡ଼ାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘଉଡ଼ାଇବା   କ୍ରିୟାପଦ

ଅର୍ଥ : ଅନ୍ୟଦ୍ୱାରା ଉଡ଼ାଇବା କାମ କରିବା

ଉଦାହରଣ : କୃଷକ ପିଲାମାନଙ୍କଦ୍ୱାରା ମକା ଖାଉଥିବା ପକ୍ଷୀମାନଙ୍କୁ ଉଡ଼ାଇଦେଲା

ସମକକ୍ଷ : ଉଡ଼ାଇବା

उड़ाने का कार्य दूसरे से कराना।

किसान ने मक्का खा रहे पक्षियों को बच्चों से उड़ावाया।
उड़वाना

ଅର୍ଥ : ଡରାଇ-ଧମକାଇ କାହାରିକୁ କୌଣସି ସ୍ଥାନରୁ ହଟାଇବା

ଉଦାହରଣ : ରାଜୀବ ଦୁଆର ମୁହଁରେ ଥିବା କୁକୁରକୁ ଘଉଡ଼ାଇଲା

ସମକକ୍ଷ : ତଡ଼ିବା

डरा-धमकाकर किसी को कहीं से हटाना।

राजीव ने दरवाज़े पर बैठे कुत्ते को खदेड़ा।
खदेड़ देना, खदेड़ना, भगा देना, भगाना

Cause to flee.

Rout out the fighters from their caves.
expel, rout, rout out