ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଡ଼ାଣ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଡ଼ାଣ କରିବା   କ୍ରିୟାପଦ

ଅର୍ଥ : ଆକାଶ ମାର୍ଗରେ ବା ପବନ ଭିତର ଦେଇ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବା

ଉଦାହରଣ : ଉଡ଼ାଜାହାଜ ସମୁଦ୍ର ଉପରେ ଉଡ଼ୁଥିଲା

ସମକକ୍ଷ : ଉଡ଼ିବା

आकाश मार्ग से या हवा में होकर एक स्थान से दूसरे स्थान पर जाना।

हवाई जहाज़ समुद्र के ऊपर से उड़ रहा था।
उड़ना

ଅର୍ଥ : କୌଣସି ବସ୍ତୁ ବା ଜୀବକୁ ଉଡ଼ିବାରେ ପ୍ରବୃତ୍ତ କରିବା

ଉଦାହରଣ : ପାଇଲଟ ଉଡାଜାହାଜ ଉଡ଼ାଉଅଛନ୍ତି

ସମକକ୍ଷ : ଉଡ଼ାଇବା

किसी उड़ने वाली वस्तु या जीव को उड़ने में प्रवृत्त करना।

पायलेट हवाई जहाज़ उड़ाता है।
किसान खेत में बैठी हुई चिड़ियों को उड़ा रहा है।
उड़ाना

Display in the air or cause to float.

Fly a kite.
All nations fly their flags in front of the U.N..
fly