ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଡ଼େଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଡ଼େଇବା   ବିଶେଷ୍ୟ

ଅର୍ଥ : ଉଡ଼େଇକରି ଶସ୍ୟରୁ ଅଳିଆ ସଫା କରିବାର ମଜୁରି

ଉଦାହରଣ : ଏତକ ଧାନ ଉଡ଼େଇବାପାଇଁ ଆପଣ କେତେ ନେବେ?

ओसाने की मज़दूरी।

इतने धान की ओसाई आप कितना लेंगे?
ओसाई, गाहाई

Something that remunerates.

Wages were paid by check.
He wasted his pay on drink.
They saved a quarter of all their earnings.
earnings, pay, remuneration, salary, wage

ଉଡ଼େଇବା   କ୍ରିୟାପଦ

ଅର୍ଥ : ପବନରେ ଏପଟ ସେପଟ ବୁଣିହେବା ବା ଖେଳେଇହେବା

ଉଦାହରଣ : ହୋଲି ଦିନ ଲୋକ ଅବିର ଓ ରଙ୍ଗ ଉଡ଼ାନ୍ତି

ସମକକ୍ଷ : ଉଡ଼ାଇବା, ଫିଙ୍ଗିବା, ବିଞ୍ଚିବା

हवा में इधर-उधर छितराना या फैलाना।

होली में लोग अबीर और गुलाल उड़ाते हैं।
उड़ाना

Propel through the air.

Throw a frisbee.
throw

ଅର୍ଥ : ଝଟକାରେ ଅଲଗା କରିବା ବା କାଟିକି ଦୂରକୁ ଫିଙ୍ଗିବା

ଉଦାହରଣ : ସିପାହୀ ଶତ୍ରୁର ମୁଣ୍ଡ ଉଡ଼େଇଦେଲା

झटके से अलग करना या काटकर दूर फेंकना।

सिपाही ने दुश्मनों के सर उड़ा दिए।
उड़ाना

Cut or remove with or as if with a plane.

The machine shaved off fine layers from the piece of wood.
plane, shave