ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଲ୍ଲେଖିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଲ୍ଲେଖିତ   ବିଶେଷଣ

ଅର୍ଥ : ଯାହା ଆଦେଶ ଦିଆଯାଇଛି

ଉଦାହରଣ : ଅଧିକାରୀଙ୍କଦ୍ୱାରା ନିର୍ଦ୍ଦେଶିତ କାର୍ଯ୍ୟକୁ ଚପରାଶି ଜଣକ ତତ୍ପରତାର ସହ କରୁଥିଲା

ସମକକ୍ଷ : ଆଜ୍ଞପ୍ତ, ଆଦେଶିତ, ନିର୍ଦ୍ଦେଶିତ

जिसका आदेश दिया गया हो।

चपरासी अधिकारी द्वारा आदेशित कार्यों को तत्परता से निपटा रहा है।
आज्ञप्त, आज्ञापित, आदेशित

ଅର୍ଥ : ଯାହାର ଉଲ୍ଲେଖ ଉପରେ ବା ପ୍ରଥମରୁ ହୋଇସାରିଛି

ଉଦାହରଣ : ଉପରୋକ୍ତ ଦୋହା ରାମଚରିତ ମାନସରୁ ଆନୀତ

ସମକକ୍ଷ : "ଉପରୋକ୍ତ, ଉପରଲିଖିତ, ଉପର୍ୟୁକ୍ତ, ପୂର୍ବୋକ୍ତ, ପ୍ରଥମୋକ୍ତ

जिसका उल्लेख ऊपर या पहले हो चुका हो।

उपर्युक्त दोहा रामचरित मानस से अवतरित है।
उपरिलिखित, उपरोक्त, उपर्युक्त, उल्लिखित, ऊपर लिखा, पूर्वोक्त

Mentioned or named earlier in the same text.

above-mentioned, above-named