ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିର୍ଦ୍ଦେଶିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିର୍ଦ୍ଦେଶିତ   ବିଶେଷଣ

ଅର୍ଥ : ଯାହା ଆଦେଶ ଦିଆଯାଇଛି

ଉଦାହରଣ : ଅଧିକାରୀଙ୍କଦ୍ୱାରା ନିର୍ଦ୍ଦେଶିତ କାର୍ଯ୍ୟକୁ ଚପରାଶି ଜଣକ ତତ୍ପରତାର ସହ କରୁଥିଲା

ସମକକ୍ଷ : ଆଜ୍ଞପ୍ତ, ଆଦେଶିତ, ଉଲ୍ଲେଖିତ

जिसका आदेश दिया गया हो।

चपरासी अधिकारी द्वारा आदेशित कार्यों को तत्परता से निपटा रहा है।
आज्ञप्त, आज्ञापित, आदेशित

ଅର୍ଥ : ଯାହା ନିର୍ଦ୍ଦେଶ କରାଯାଇଛି

ଉଦାହରଣ : ନିର୍ଦ୍ଦେଶିତ ସ୍ଥାନ ପର୍ଯ୍ୟନ୍ତ ପହଞ୍ଚିବା ନିମନ୍ତେ ଆମକୁ ପାଦରେ ଚାଲିବାକୁ ହେବଏହି ନକ୍ସାରେ ତୀର୍ଥ ସ୍ଥାନ ଗୁଡିକ ଗୋଲ୍ ଚିହ୍ନଦ୍ୱାରା ନିର୍ଦ୍ଦେଶିତ ହୋଇଛି୤

ସମକକ୍ଷ : ନିର୍ଦେଶିତ

जिसका निर्देश किया गया हो।

निर्देशित स्थान तक पहुँचने के लिए हमें पैदल ही चलना होगा।
इस नक्शे में तीर्थ स्थानों को गोल चिह्नों द्वारा निर्देशित किया गया है।
आदर्शित, निर्दिष्ट, निर्देशित, लक्षित