ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଜ୍ଞପ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଜ୍ଞପ୍ତ   ବିଶେଷଣ

ଅର୍ଥ : ଯାହା ଆଦେଶ ଦିଆଯାଇଛି

ଉଦାହରଣ : ଅଧିକାରୀଙ୍କଦ୍ୱାରା ନିର୍ଦ୍ଦେଶିତ କାର୍ଯ୍ୟକୁ ଚପରାଶି ଜଣକ ତତ୍ପରତାର ସହ କରୁଥିଲା

ସମକକ୍ଷ : ଆଦେଶିତ, ଉଲ୍ଲେଖିତ, ନିର୍ଦ୍ଦେଶିତ

जिसका आदेश दिया गया हो।

चपरासी अधिकारी द्वारा आदेशित कार्यों को तत्परता से निपटा रहा है।
आज्ञप्त, आज्ञापित, आदेशित