ଅର୍ଥ : ବିବାହ ଅବସରରେ ବର ପକ୍ଷରୁ କନ୍ୟାକୁ ଦିଆଯାଉଥିବା ଗହଣା
ଉଦାହରଣ :
ମୋ ଭଉଣୀ ପାଇଁ ଏକ ପାଛିଆ ଉପହାର ଆସିଥିଲା
ଅର୍ଥ : କୌଣସି ସମାରୋହରେ କିମ୍ବା କାହାକୁ ଦେଖାକରି ତାକୁ ଉପହାର ସ୍ୱରୂପ ଦିଆଯାଉଥିବା ବସ୍ତୁ
ଉଦାହରଣ :
ଜନ୍ମଦିନରେ ତାକୁ ବହୁତ ଉପହାର ମିଳେ
ସମକକ୍ଷ : ଭେଟି
ଅର୍ଥ : ଉପହାର ରୂପରେ ଦିଆ ବା ନିଆ ଯାଉଥିବା ଟଙ୍କା ବା ଜିନିଷ
ଉଦାହରଣ :
କନ୍ୟାକୁ ସାତଟିମୁଦି ଏବଂ ପାଞ୍ଚ ହଜାର ଟଙ୍କା ଉପହାର ମିଳିଛି