ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭେଟି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭେଟି   ବିଶେଷ୍ୟ

ଅର୍ଥ : ବିବାହ ଆଦି ଶୁଭ ଅବସରରେ ଜ୍ଞାତିକୁଟୁମ୍ବ,ଚାକରବାକର ଆଦିଙ୍କୁ ନିୟମାନୁସାରେ ଦିଆ ଯାଉଥିବା ଜିନିଷ ବା ଧନ

ଉଦାହରଣ : ବାରିକାଣୀ ନୂଆବୋହୂକୁ ଭେଟି ମାଗୁଥିଲା

वह वस्तु या धन जो विवाह आदि शुभ अवसरों पर संबंधियों,नौकर-चाकरों आदि को नियमानुसार दिया जाता है।

नाइन दुल्हन से नेग माँग रही थी।
नेग, नेग-चार, नेग-जोग, नेगचार, नेगजोग

ଅର୍ଥ : କୌଣସି ସମାରୋହରେ କିମ୍ବା କାହାକୁ ଦେଖାକରି ତାକୁ ଉପହାର ସ୍ୱରୂପ ଦିଆଯାଉଥିବା ବସ୍ତୁ

ଉଦାହରଣ : ଜନ୍ମଦିନରେ ତାକୁ ବହୁତ ଉପହାର ମିଳେ

ସମକକ୍ଷ : ଉପହାର

वह वस्तु जो किसी समारोह में या किसी से मिलने पर उसको भेंट स्वरूप दी जाती है।

जन्मदिन पर उसको ढेर सारे उपहार मिले।
अँकोर, अंकोर, अकोर, अरघ, अर्घ, उपहार, गिफ्ट, तोहफ़ा, तोहफा, नजर, नजराना, नज़र, नज़राना, पेशकश, प्रदेय, प्रयोग, फल फूल, फल-फूल, भेंट, सौगात

Something acquired without compensation.

gift