ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇଂରେଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଇଂରେଜ   ବିଶେଷ୍ୟ

ଅର୍ଥ : ଇଂଲଣ୍ଡର ନିବାସୀ

ଉଦାହରଣ : ଇଂରେଜ ନିଜ ସୈନ୍ୟଛାଉଣୀ ପ୍ରାୟ ପାହାଡ଼ୀ ସ୍ଥାନଗୁଡ଼ିକରେ ବନାଉଥିଲେ

इंग्लैंड का निवासी।

अंग्रेज अपनी छावनी प्रायः पहाड़ी स्थानों पर बनाते थे।
अँगरेज, अंगरेज, अंग्रेज, अंग्रेज़

The people of England.

english, english people

ଅର୍ଥ : ବ୍ରିଟେନର ନିବାସୀ

ଉଦାହରଣ : ଅନେକ ଦିନ ଯାଏଁ ବ୍ରିଟିଶମାନେ ଭାରତକୁ ଶାସନ କରିଥିଲେ

ସମକକ୍ଷ : ବ୍ରିଟିଶ

ब्रिटेन में रहनेवाला व्यक्ति।

भारत पर बहुत समय तक ब्रितानियों ने शासन किया।
ब्रिटिश, ब्रिटेनवासी, ब्रितानी

The people of Great Britain.

british, british people, brits

ଅର୍ଥ : ଅତ୍ୟଧିକ ଗୋରା ଶରୀରଯୁକ୍ତ ୟୁରୋପ ବା ଅମେରିକାର ନିବାସୀ

ଉଦାହରଣ : ମୁମ୍ବାଇର ଜୁହୁ ଚୌପାଢ଼ୀରେ ଗୋରାମାନେ ବୁଲୁଥିବା ଦେଖାଯାଏ

ସମକକ୍ଷ : ଗୋରା, ଶ୍ୱେତ

यूरोप या अमेरिका का निवासी जिसके शरीर का वर्ण अत्यधिक गौर या सफ़ेद होता है।

मुम्बई में जुहू चौपाटी पर गोरों को घूमते हुए देखा जा सकता है।
गोरा, फिरंगी, श्वेत