ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୋରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୋରା   ବିଶେଷ୍ୟ

ଅର୍ଥ : ଅତ୍ୟଧିକ ଗୋରା ଶରୀରଯୁକ୍ତ ୟୁରୋପ ବା ଅମେରିକାର ନିବାସୀ

ଉଦାହରଣ : ମୁମ୍ବାଇର ଜୁହୁ ଚୌପାଢ଼ୀରେ ଗୋରାମାନେ ବୁଲୁଥିବା ଦେଖାଯାଏ

ସମକକ୍ଷ : ଇଂରେଜ, ଶ୍ୱେତ

यूरोप या अमेरिका का निवासी जिसके शरीर का वर्ण अत्यधिक गौर या सफ़ेद होता है।

मुम्बई में जुहू चौपाटी पर गोरों को घूमते हुए देखा जा सकता है।
गोरा, फिरंगी, श्वेत

ଗୋରା   ବିଶେଷଣ

ଅର୍ଥ : ଗୌର ବର୍ଣ୍ଣର ବା ଯାହାଙ୍କ ରଙ୍ଗ ସଫା

ଉଦାହରଣ : ବେଶି ଲୋକ ଗୋରୀ ବୋହୂ ପସନ୍ଦ କରନ୍ତି

ସମକକ୍ଷ : ତୋଫା, ସଫା

गौर वर्ण का या जिसका रंग साफ़ हो।

ज्यादातर लोग गोरी बहू पसंद करते हैं।
अवदात, गोरा, गोरा चिट्टा, गोरा-चिट्टा, गोराचिट्टा, श्वेत

(used of hair or skin) pale or light-colored.

A fair complexion.
fair, fairish