ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ରିଟିଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ରିଟିଶ   ବିଶେଷ୍ୟ

ଅର୍ଥ : ବ୍ରିଟେନର ନିବାସୀ

ଉଦାହରଣ : ଅନେକ ଦିନ ଯାଏଁ ବ୍ରିଟିଶମାନେ ଭାରତକୁ ଶାସନ କରିଥିଲେ

ସମକକ୍ଷ : ଇଂରେଜ

ब्रिटेन में रहनेवाला व्यक्ति।

भारत पर बहुत समय तक ब्रितानियों ने शासन किया।
ब्रिटिश, ब्रिटेनवासी, ब्रितानी

The people of Great Britain.

british, british people, brits

ବ୍ରିଟିଶ   ବିଶେଷଣ

ଅର୍ଥ : ବ୍ରିଟେନରେ ରହୁଥିବା ବ୍ୟକ୍ତି

ଉଦାହରଣ : ସେ ବିଦ୍ରୋହ ସମୟରେ କେତେକ ବ୍ରିଟିଶ ପରିବାରଙ୍କୁ ନିଜ ବଗିରେ ଲୁଚାଇ ସୁରକ୍ଷିତ ସ୍ଥାନଗୁଡ଼ିକରେ ପହଞ୍ଚାଇଥିଲେ

ସମକକ୍ଷ : ବ୍ରିଟେନୀୟ