ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶ୍ୱେତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶ୍ୱେତ   ବିଶେଷ୍ୟ

ଅର୍ଥ : ଅତ୍ୟଧିକ ଗୋରା ଶରୀରଯୁକ୍ତ ୟୁରୋପ ବା ଅମେରିକାର ନିବାସୀ

ଉଦାହରଣ : ମୁମ୍ବାଇର ଜୁହୁ ଚୌପାଢ଼ୀରେ ଗୋରାମାନେ ବୁଲୁଥିବା ଦେଖାଯାଏ

ସମକକ୍ଷ : ଇଂରେଜ, ଗୋରା

यूरोप या अमेरिका का निवासी जिसके शरीर का वर्ण अत्यधिक गौर या सफ़ेद होता है।

मुम्बई में जुहू चौपाटी पर गोरों को घूमते हुए देखा जा सकता है।
गोरा, फिरंगी, श्वेत

ଶ୍ୱେତ   ବିଶେଷଣ

ଅର୍ଥ : ଯାହା ଉଜ୍ୱଳ

ଉଦାହରଣ : ସେ ଶ୍ୱେତ ବସ୍ତ୍ର ପରିଧାନ କରିଛି

ସମକକ୍ଷ : ଉଜ୍ଜଳ, ଧବଳ, ଧଳା, ଶୁକ୍ଳ, ସଫା