ଅର୍ଥ : କାହାର ଅଧୀନ ହେବାର ଅବସ୍ଥା ବା ଭାବ
ଉଦାହରଣ :
ସେ ଏତେ କ୍ରୋଧୀ ଯେ ତାହା ଅଧୀନରେ କାମ କରିବା ମୁସ୍କିଲ
ଅର୍ଥ : ନିୟମିତ ରୂପେ କୌଣସି କଥାର ଅନୁସରଣ
ଉଦାହରଣ :
ସମୟର ଅଧୀନରେ ଥାଇ ଆଜି ବି ତାଙ୍କର କିଛି ଉତ୍ତର ନାହିଁ
ସମକକ୍ଷ : ଆୟତ୍ତ
ଅର୍ଥ : ନିୟମ,ବିଧି,ସମୟ ଆଦି ନିୟମିତ ରୂପରେ ପାଳନ କରୁଥିବା ବ୍ୟକ୍ତି
ଉଦାହରଣ :
ରାଜା ବ୍ରିଟେନ ସରକାରଙ୍କ ଅଧୀନ ଥିଲେ
ସମକକ୍ଷ : ଅନୁଗତ, ଆୟତ୍ତ, ଶାସନାନ୍ତର୍ଗତ