ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ଦେବୀ, ଦେବତାଆଦିଙ୍କ ଉପରେ ଜଳ,ଫୁଲ ଚଢ଼ାଇ ବା ତାଙ୍କ ଆଗରେ କିଛି ରଖି କରାଯାଉଥିବା ଧାର୍ମିକ କାର୍ଯ୍ୟ
ଉଦାହରଣ : ଈଶ୍ୱରଙ୍କ ପୂଜାରେ ମନକୁ ଶାନ୍ତି ମିଳେ
ସମକକ୍ଷ : ଅର୍ଚ୍ଚନ, ଅର୍ଚ୍ଚନା, ଉପାସନା, ପୂଜନ, ପୂଜା
किसी देवी, देवता आदि पर जल, फूल आदि चढ़ाकर या उनके आगे कुछ रखकर किया जाने वाला धार्मिक कार्य।
The activity of worshipping.
ଅର୍ଥ : ଏପରି ଏକ ଆରାଧନା ତଥା ଉପାସନା ଯେଉଁଥିରେ ପରିଶ୍ରମ ତଥା ମନୋଯୋଗପୂର୍ବକ ବିଶେଷ କଷ୍ଟ ସହିକରି ବହୁତ ଦିନଧରି କରିବାକୁ ପଡିଥାଏ ଅଥବା ଯେଉଁଥିରେ କୌଣସି ବିଶିଷ୍ଟ ପ୍ରକାରର ସିଦ୍ଧି ପ୍ରାପ୍ତ ହୋଇଥାଏ
ଉଦାହରଣ : ଦୁଇ ବର୍ଷ ଧରି ତାନ୍ତ୍ରିକ ତନ୍ତ୍ର ସାଧନାରେ ଲାଗିଛି
ସମକକ୍ଷ : ସାଧନା
ऐसी आराधना तथा उपासना जो विशेष कष्ट सहन करके परिश्रम तथा मनोयोगपूर्वक बहुत दिनों तक करनी पड़ती हो अथवा जिसमें किसी विशिष्ट प्रकार की सिद्धि प्राप्त होती हो।
ଅର୍ଥ : ଆରାଧନା ବା ଉପାସନା କରିବା
ଉଦାହରଣ : ଗାଁ ଲୋକମାନେ ନବରାତ୍ରିରେ ସାରା ରାତି ଦେବୀ ଆରାଧନା କରନ୍ତି
ସମକକ୍ଷ : ଉପାସନା
आराधना या उपासना करना।
Show devotion to (a deity).
ସଂସ୍ଥାପନ କରନ୍ତୁ