ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ଦେବୀ, ଦେବତାଆଦିଙ୍କ ଉପରେ ଜଳ,ଫୁଲ ଚଢ଼ାଇ ବା ତାଙ୍କ ଆଗରେ କିଛି ରଖି କରାଯାଉଥିବା ଧାର୍ମିକ କାର୍ଯ୍ୟ
ଉଦାହରଣ : ଈଶ୍ୱରଙ୍କ ପୂଜାରେ ମନକୁ ଶାନ୍ତି ମିଳେ
ସମକକ୍ଷ : ଅର୍ଚ୍ଚନ, ଅର୍ଚ୍ଚନା, ଆରାଧନା, ପୂଜନ, ପୂଜା
किसी देवी, देवता आदि पर जल, फूल आदि चढ़ाकर या उनके आगे कुछ रखकर किया जाने वाला धार्मिक कार्य।
The activity of worshipping.
ଅର୍ଥ : ଧ୍ୟାନର ଏକ ପଦ୍ଧତି
ଉଦାହରଣ : ଇଗତପୁରୀରେ ବିପାସନାର ପ୍ରଶିକ୍ଷଣ ଦିଆଯାଉଛି
ସମକକ୍ଷ : ବିପାସନା
ध्यान की एक पद्धति।
ଅର୍ଥ : ଆରାଧନା ବା ଉପାସନା କରିବା
ଉଦାହରଣ : ଗାଁ ଲୋକମାନେ ନବରାତ୍ରିରେ ସାରା ରାତି ଦେବୀ ଆରାଧନା କରନ୍ତି
ସମକକ୍ଷ : ଆରାଧନା
आराधना या उपासना करना।
Show devotion to (a deity).
ସଂସ୍ଥାପନ କରନ୍ତୁ