ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୂଜା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୂଜା   ବିଶେଷ୍ୟ

ଅର୍ଥ : ପୂଜା କରିବାର କ୍ରିୟା ବା ଭାବ

ଉଦାହରଣ : ସେ ମନ୍ଦିରରେ ପୂଜିବା ପରେ ପୂଜାରୀଙ୍କୁ କିଛି ଦକ୍ଷିଣା ଦେଉଛି

ସମକକ୍ଷ : ପୂଜିବା

पूजने की क्रिया या भाव।

वह मंदिर में पुजाई के बाद पुजारी को कुछ दक्षिणा दे रहा है।
पुजाई, पूजना

The activity of worshipping.

worship

ଅର୍ଥ : କୌଣସି ଦେବୀ, ଦେବତାଆଦିଙ୍କ ଉପରେ ଜଳ,ଫୁଲ ଚଢ଼ାଇ ବା ତାଙ୍କ ଆଗରେ କିଛି ରଖି କରାଯାଉଥିବା ଧାର୍ମିକ କାର୍ଯ୍ୟ

ଉଦାହରଣ : ଈଶ୍ୱରଙ୍କ ପୂଜାରେ ମନକୁ ଶାନ୍ତି ମିଳେ

ସମକକ୍ଷ : ଅର୍ଚ୍ଚନ, ଅର୍ଚ୍ଚନା, ଆରାଧନା, ଉପାସନା, ପୂଜନ

किसी देवी, देवता आदि पर जल, फूल आदि चढ़ाकर या उनके आगे कुछ रखकर किया जाने वाला धार्मिक कार्य।

ईश्वर की पूजा से मन को शांति मिलती है।
अनुराध, अभ्यर्चन, अभ्यर्चा, अरचन, अरचा, अरहत, अरहन, अराधन, अर्चन, अर्चना, अर्चा, अर्ह, अर्हण, अर्हत, अर्हन, अर्हा, अवराधन, आराधन, आराधना, इबादत, उपासना, पूजन, पूजा, पूजा पाठ, पूजा-अर्चना, पूजा-पाठ, बंदगी, बन्दगी

The activity of worshipping.

worship