ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଳାମେଘ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଳାମେଘ   ବିଶେଷ୍ୟ

ଅର୍ଥ : ଯେଉଁ ମେଘ ବା ବାଦଲରୁ ଅଧିକ ବର୍ଷା ହୁଏ

ଉଦାହରଣ : ଏବର୍ଷ କଳାମେଘର ଘୋର ଅଭାବ

ସମକକ୍ଷ : ଆବର୍ତ୍ତ

ऐसा मेघ या बादल जिससे अधिक पानी बरसता है।

इस वर्ष आवर्त का अभाव है।
आवर्त, आवर्त्त

ଅର୍ଥ : ଆକାଶରେ ଚାରିଆଡ଼ୁ ଘୋଟିଆସୁଥିବା କଳାମେଘ

ଉଦାହରଣ : ଆକାଶରେ କଳାହାଣ୍ଡିଆମେଘ ଘୋଟିଛି

ସମକକ୍ଷ : କଳାହାଣ୍ଡିଆମେଘ

आकाश में चारों ओर से घिर आए काले बादलों का समूह।

आकाश में काली घटा छाई हुई है।
काली घटा, घटाटोप, घनघोर घटा

A dark grey cloud bearing rain.

nimbus, nimbus cloud, rain cloud

ଅର୍ଥ : ଚାରି ପ୍ରକାର ମେଘ ରାଜାଙ୍କ ମଧ୍ୟରୁ ଜଣେ

ଉଦାହରଣ : କଳାମେଘ ଅତ୍ୟଧିକ ବର୍ଷା କରାଏ

ସମକକ୍ଷ : ଆବର୍ତ୍ତ

मेघों के चार प्रकार के राजाओं में से एक।

आवर्त अत्यधिक वर्षा कराते हैं।
आवर्त, आवर्त्त

A prince or king in India.

raja, rajah