ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗଦଗଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗଦଗଦ   ବିଶେଷଣ

ଅର୍ଥ : ହର୍ଷ, ପ୍ରେମଆଦିର ଉତ୍ତେଜନାରେ ପୂର୍ଣ୍ଣ

ଉଦାହରଣ : ଭିକାରୀ ଆଶାତୀତ ଧନ ପାଇକରି ଆନନ୍ଦିତ ହୋଇଗଲା

ସମକକ୍ଷ : ଆନନ୍ଦିତ, ଉଲ୍ଲେସିତ, ପ୍ରଫୁଲ୍ଲିତ

हर्ष, प्रेम आदि के आवेश से पूर्ण।

घर में अभाव के बावजूद गदगद वातावरण था।
गदगद, गद्गद

Feeling great rapture or delight.

ecstatic, enraptured, rapt, rapturous, rhapsodic

ଅର୍ଥ : ବହୁତ ଅଧିକ ପ୍ରସନ୍ନ

ଉଦାହରଣ : ମା ନିଜର ହଜିଥିବା ପୁଅକୁ ପାଇ ଆନନ୍ଦିତ ହୋଇଗଲେ

ସମକକ୍ଷ : ଆନନ୍ଦିତ, ଉଲ୍ଲସିତ, ପ୍ରଫୁଲ୍ଲିତ

बहुत अधिक प्रसन्न।

बेटे के आगमन से गदगद माँ की आँखों में आँसू भरे थे।
गदगद, गद्गद

Greatly pleased.

delighted

ଅର୍ଥ : ହର୍ଷ, ପ୍ରେମଆଦି ଆବେଗଦ୍ୱାରା ରୁନ୍ଧା ହୋଇଥିବା, ଅସ୍ପଷ୍ଟ ଓ ଅସମ୍ବନ୍ଧ (ସ୍ୱର)

ଉଦାହରଣ : ମାଆ ଗଦଗଦ ସ୍ୱରରେ ପୁତ୍ରମାନଙ୍କୁ ଆଶୀର୍ବାଦ ଦେଲେ

हर्ष, प्रेम आदि के वेग से रुँधा हुआ, अस्पष्ट और असम्बद्ध ( स्वर)।

माँ ने गदगद स्वर से बेटे को आशीर्वाद दिया।
गदगद, गद्गद

Without or deprived of the use of speech or words.

Inarticulate beasts.
Remained stupidly inarticulate and saying something noncommittal.
Inarticulate with rage.
An inarticulate cry.
inarticulate, unarticulate