ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସୁନ୍ଦର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସୁନ୍ଦର   ବିଶେଷ୍ୟ

ଅର୍ଥ : ଗୁଣୀଭୂତ ବ୍ୟଙ୍ଗର ଗୋଟିଏ ପ୍ରକାର

ଉଦାହରଣ : ଅସୁନ୍ଦର ହେଉଛି ଏପରି ଏକ ବ୍ୟଙ୍ଗ ଯାହା ଅପେକ୍ଷା ବାଚ୍ୟାର୍ଥରେ ଅଧିକ ଚମତ୍କାରିତା ହୋଇଥାଏ

ସମକକ୍ଷ : ଅସୁଂଦର

गुणीभूत व्यंग्य का एक प्रकार।

असुंदर एक ऐसा व्यंग है जिसकी अपेक्षा वाच्चार्थ में अधिक चमत्कार होता है।
असुंदर, असुन्दर

ଅସୁନ୍ଦର   ବିଶେଷଣ

ଅର୍ଥ : ଯାହା ସମ୍ମାନଜନକ ନୁହେଁ ବା ସାମାଜିକ ଚଳଣି ଅନୁସାରେ ସ୍ୱୀକୃତ ନୁହେଁ

ଉଦାହରଣ : ଆପଣଙ୍କ ଭଳି ବ୍ୟକ୍ତିଙ୍କର ଅଶୋଭନୀୟ ଭାଷା ପ୍ରୟୋଗ କରିବା ଅନୁଚିତ

ସମକକ୍ଷ : ଅଶୋଭନୀୟ, ଅସଙ୍ଗତ

जो सम्मानजनक या सामाजिक तौर पर स्वीकृत न हो।

आप जैसे व्यक्ति को अशोभनीय भाषा का प्रयोग नहीं करना चाहिए।
अशोभनीय

Not in keeping with accepted standards of what is right or proper in polite society.

Was buried with indecent haste.
Indecorous behavior.
Language unbecoming to a lady.
Unseemly to use profanity.
Moved to curb their untoward ribaldry.
indecent, indecorous, unbecoming, uncomely, unseemly, untoward

ଅର୍ଥ : ଯେ ସୁଢ଼ଳ ନୁହେଁ

ଉଦାହରଣ : ବକ୍ରାଚାର୍ଯ୍ୟଙ୍କ ଶରୀର ଅସୁନ୍ଦର ଥିଲା

ସମକକ୍ଷ : ବେଢ଼ଙ୍ଗ

जो सुडौल न हो।

वक्राचार्य का शरीर बेडौल है।
अनगढ़, अनघढ़, अपरूप, अवचनीय, उठंगल, कुगठित, कुडौल, बेडौल, बेढंगा, बेढप, बेढब, बेहंगम, भद्दा

Lacking symmetry or attractive form.

A shapeless hat on his head.
shapeless

ଅର୍ଥ : ଖରାପ ଚେହେରା

ଉଦାହରଣ : ଗପ ଆରମ୍ଭରୁ ହିଁ ଡାହାଣୀ ମନ୍ତ୍ର ଦ୍ୱାରା ରାଜକୁମାରଙ୍କୁ କୁରୂପୀ କରିଦେଲା

ସମକକ୍ଷ : ଅରୂପୀ, କୁରୂପୀ, ଖରାପଚେହେରା

Displeasing to the senses.

An ugly face.
Ugly furniture.
ugly