ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଦ୍‌ବେଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଦ୍‌ବେଗ   ବିଶେଷ୍ୟ

ଅର୍ଥ : କୌଣସି ଭୟଙ୍କର ବା ଚିନ୍ତାଜନକ ଘଟଣା କାରଣରୁ ଲୋକଙ୍କର ହେଉଥିବା ଭୟ ଯାହାର ଫଳ ସ୍ୱରୂପ ଲୋକେ ନିଜ ରକ୍ଷାର ଉପାୟ ଭାବିବାକୁ ଲାଗନ୍ତି

ଉଦାହରଣ : ବମ୍‌ ଫୁଟିବାରୁ ଲୋକଙ୍କ ମଧ୍ୟରେ ଅଶାନ୍ତି ଖେଳିଗଲା

ସମକକ୍ଷ : ଅଶାନ୍ତି, କ୍ଷୋଭ, ଭୟ

किसी विकट या चिंताजनक घटना के कारण लोगों को होनेवाला भय जिसके फलस्वरूप लोग अपनी रक्षा के उपाय सोचने लगते हैं।

बम फूटते ही लोगों में अशांति फैल गई।
अकुलाहट, अशांति, अशान्ति, उद्वेग, क्षोभ, घबड़ाहट, घबराहट, सनसनी

An uncomfortable feeling of mental painfulness or distress.

discomfort, irritation, soreness