ଅର୍ଥ : ଯାହାଦ୍ୱାରା ଆତଙ୍କ ବା ଭୟ ସୃଷ୍ଟି ହୁଏ
ଉଦାହରଣ :
ଆମେ ସହରରେ ବ୍ୟାପିଥିବା ଆତଙ୍କଠାରୁ ଦୂରରେ ରହିବାକୁ ହେବ
ସମକକ୍ଷ : ଆତଙ୍କ
ଅର୍ଥ : ଦ୍ରୋଣାଚାର୍ଜ୍ୟଙ୍କର ଜଣେ ପୁତ୍ର
ଉଦାହରଣ :
ଅଭିମତିଙ୍କ ଗର୍ଭରୁ ଭୟ ଜନ୍ମ ନେଇଥିଲେ
ଅର୍ଥ : ବହୁତ କଠୋର ବ୍ୟବହାର, ଅତ୍ୟାଚାର, ପ୍ରକୋପଆଦି କାରଣରୁ ଲୋକଙ୍କ ମନରେ ଉତ୍ପନ୍ନ ହେଉଥିବା ଭୟ
ଉଦାହରଣ :
କାଶ୍ମୀରରେ ଉଗ୍ରବାଦୀମାନଙ୍କର ଆତଙ୍କ ବ୍ୟାପ୍ତ ହୋଇଛି
ସମକକ୍ଷ : ଆତଙ୍କ