ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅମତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅମତ   ବିଶେଷଣ

ଅର୍ଥ : ଯିଏ ସହମତ ବା ରାଜି ନୁହେଁ

ଉଦାହରଣ : ଏହି ପ୍ରସ୍ତାବରେ ଯେଉଁମାନେ ଅସମ୍ମତ ଦୟାକରି ନିଜ ହାତ ଟେକନ୍ତୁ

ସମକକ୍ଷ : ଅରାଜି, ଅସମ୍ମତ, ଅସହମତ

जो सहमत या राज़ी न हो।

इस प्रस्ताव से असहमत लोग कृपया अपना हाथ उठाएँ।
अमत, असम्मत, असहमत

Disagreeing, especially with a majority.

dissentient, dissenting, dissident

ଅର୍ଥ : ଯେ ମତୁଆଲା ନୁହେଁ

ଉଦାହରଣ : ଅମତ ହାତୀ ସମସ୍ତଙ୍କ ଅଭିବାଦନ କଲା

ସମକକ୍ଷ : ଅମତୁଆଲା, ମତରହିତ

जो मतवाला न हो।

अमत्त हाथी ने सबका अभिवादन किया।
अमत्त, मदरहित

Completely lacking in playfulness.

serious, sober, unplayful

ଅର୍ଥ : ଯାହା ଉପରେ କାହାର ସମାନ ମତ ନ ଥାଏ

ଉଦାହରଣ : ବେଳେ ବେଳେ ଅସମ୍ମତ ପ୍ରସ୍ତାବ ବି ଗୃହୀତ ହୋଇଯାଏ

ସମକକ୍ଷ : ଅସମ୍ମତ, ସମ୍ମତିହୀନ

जिस पर किसी की समान राय न हो।

कभी-कभी असहमत प्रस्ताव भी पारित कर दिया जाता है।
अमत, असम्मत, असहमत

Not agreeing with your tastes or expectations.

Found the task disagreeable and decided to abandon it.
A job temperamentally unsympathetic to him.
disagreeable, unsympathetic