ଅର୍ଥ : କାହାର ଆଦେଶ ବା କଥା ନ ମାନିବା କ୍ରିୟା ବା ଭାବ
ଉଦାହରଣ :
ଆମକୁ ପିଲାଦିନରୁ ଶିଖାଇଦିଆଯାଇଛି ଯେ ବଡ଼ମାନଙ୍କ ଆଦେଶର ଅବଜ୍ଞା କରିବା ଉଚିତ୍ ନୁହେଁ
ସମକକ୍ଷ : ଅବହେଳା
ଅର୍ଥ : ଯେଉଁ କଥା ବା କାର୍ଯ୍ୟରେ କାହାରି ମାନ ବା ପ୍ରତିଷ୍ଠା ଉଣା ହୁଏ
ଉଦାହରଣ :
ଆମେ କାହାରି ଅପମାନ କରିବା ଉଚିତ୍ ନୁହେଁ ଶ୍ୱଶୁରାଳୟରେ ତାଙ୍କର ବଡ଼ ଅସମ୍ମାନ ହେଲା
ସମକକ୍ଷ : ଅନାଦାର, ଅମର୍ଯ୍ୟାଦା, ଅମାନ୍ୟ, ଅସମ୍ମାନ, ବେଖାତିର, ମର୍ଯ୍ୟାଦାହାନି