ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅରୁଚିକର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅରୁଚିକର   ବିଶେଷ୍ୟ

ଅର୍ଥ : ଖାଇବାକୁ ଇଛା ନ ହେବାର ଅବସ୍ଥା

ଉଦାହରଣ : କୌଣସି ରୋଗ ହେଲେ ଅରୁଚିକର ଲାଗେ

खाने को जी न करने की अवस्था या भाव।

रोग अरुचि पैदा करता है।
अरुचि

A prolonged disorder of eating due to loss of appetite.

anorexia

ଅରୁଚିକର   ବିଶେଷଣ

ଅର୍ଥ : ଯାହା ଖାଇବାକୁ ଇଚ୍ଛା ହୁଏନାହିଁ

ଉଦାହରଣ : କିଛି ପୌଷ୍ଟିକ କିନ୍ତୁ ଅରୁଚିକର ଖାଦ୍ୟକୁ ଖାଇବା ଉଚିତ

जिसे खाने की इच्छा न हो।

कुछ पौष्टिक अरुचिकर खाद्यों को खा लेना चाहिए।
अरुचिकर

Not appetizing in appearance, aroma, or taste.

unappetising, unappetizing

ଅର୍ଥ : ଯାହା ରୋଚକ ନୁହେଁ

ଉଦାହରଣ : ଏହା ଆପଣଙ୍କପାଇଁ ଅରୋଚକ କାହାଣୀ ହୋଇପାରେ, ମୋତେତ ଏଥିରୁ ଆନନ୍ଦ ମିଳୁଛି

ସମକକ୍ଷ : ଅରୋଚକ, ନୀରସ, ରସହୀନ

जो रोचक न हो।

यह आपके लिए अरोचक कहानी होगी, मुझे तो इसमें आनंद आ रहा है।
अरस, अरुचिकर, अरोचक, असार, ख़ुश्क, खुश्क, नीरस, फीका, बेमज़ा, बेमजा, रसहीन, रुचिहीन

ଅର୍ଥ : ଯାହା ରୁଚିକର ନୁହେଁ

ଉଦାହରଣ : ସେ କେବେ ଅରୁଚିକର କାର୍ଯ୍ୟ କରେ ନାହିଁ

ସମକକ୍ଷ : ଅପ୍ରିୟ, ଅପ୍ରୀତିକର, ନାପସନ୍ଦ

Not pleasing in odor or taste.

distasteful, unsavory, unsavoury