ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପରାଜିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପରାଜିତ   ବିଶେଷଣ

ଅର୍ଥ : ଯେ ପରାଜିତ ହୋଇନାହିଁ ବା ଯାହାଙ୍କୁ ହରାଇ ଦିଆଯାଇନାହିଁ

ଉଦାହରଣ : ଏହି ଖେଳରେ ଦୁଇଟି ଯାକ ଦଳ ଅପରାଜିତ ଅଛନ୍ତି ଏବଂ ଖେଳ ଅମୀମାଂସିତ ରହିଛି

ସମକକ୍ଷ : ଅପରାସ୍ତ, ଅପ୍ରତିହତ

जो पराजित न हुआ हो या जो हराया न गया हो।

सिकंदर अपने जीवनकाल में अपराजित योद्धा बने रहे।
अनभिभूत, अपराजित, अपरास्त, अप्रतिहत, अविजित

ଅର୍ଥ : ଯେ ବିତର୍କରେ ନିରୁତ୍ତର ହୁଏ ନାହିଁ, ଏବଂ ଏଥିପାଇଁ ହାରେ ନାହିଁ

ଉଦାହରଣ : ଗାର୍ଗୀ ରାଜା ଜନକଙ୍କ ଦରବାରରେ ଅପରାଜିତ ଯାଜ୍ଞବଳ୍କଙ୍କ ସହ ଶାସ୍ତ୍ରାର୍ଥ କରିଥିଲେ

ସମକକ୍ଷ : ଅଜିତ

जो वाद में निरुत्तर न हुआ हो,और इसीलिए हारा न हो।

गार्गी ने राजा जनक के दरबार में अहीनवादी याज्ञवल्क्य से शास्त्रार्थ किया था।
अहीनवादी