ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନ୍ୟାୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନ୍ୟାୟ   ବିଶେଷ୍ୟ

ଅର୍ଥ : ଇହଲୋକରେ ଖରାପ ବିଚାର କରାଯାଉଥିବା ଓ ପରଲୋକରେ ଅଶୁଭ ଫଳ ଦେବା କର୍ମ

ଉଦାହରଣ : ମିଛ କହିବା ମହାପାପ

ସମକକ୍ଷ : ଅଧର୍ମ, ଅମଙ୍ଗଳ, କଳୁଷ, ଦୁଷ୍କୃତି, ପାତକ, ପାପ, ମନ୍ଦକର୍ମ

इस लोक में बुरा माना जाने वाला और परलोक में अशुभ फल देने वाला कर्म।

झूठ बोलना बहुत बड़ा पाप है।
अक, अकर्म, अघ, अधर्म, अपराध, अपुण्य, अमीव, अमीवा, अराद्धि, कलुष, कल्क, गुनाह, तमस, तमस्, त्रियामक, पातक, पाप, पाष्मा, वृजन, वृजिन, हराम

An act that is regarded by theologians as a transgression of God's will.

sin, sinning

ଅର୍ଥ : ନ୍ୟାୟହୀନ ହେବାର ଅବସ୍ଥା ବା ଭାବ

ଉଦାହରଣ : ରାଜାଙ୍କ ଅନ୍ୟାୟଯୋଗୁଁ ଜଣେ ନିର୍ଦ୍ଦୋଷବ୍ୟକ୍ତିର ପ୍ରାଣଗଲା

ସମକକ୍ଷ : ନ୍ୟାୟହୀନତା

न्यायहीन होने की अवस्था या भाव।

राजा के अन्याय ने एक निर्दोष की जान ले ली।
अनियाउ, अन्याय, नाइंसाफ़ी, नाइंसाफी, न्यायहीनता

The practice of being unjust or unfair.

injustice, unjustness

ଅର୍ଥ : ଅନ୍ୟସହିତ ବଳପୂର୍ବକ କରାଯାଉଥିବା ଅନୁଚିତ କିମ୍ବା କଷ୍ଟଦାୟକ ବ୍ୟବହାର

ଉଦାହରଣ : ଭାରତୀୟମାନଙ୍କ ଉପରେ ଇଂରେଜମାନେ ବହୁତ ଅତ୍ୟାଚାର କରିଥିଲେ

ସମକକ୍ଷ : ଅତ୍ୟାଚାର, ଅନାଚାର, ଜୁଲୁମ୍

Cruel or inhumane treatment.

The child showed signs of physical abuse.
abuse, ill-treatment, ill-usage, maltreatment

ଅନ୍ୟାୟ   ବିଶେଷଣ

ଅର୍ଥ : ଯାହା ବିଧି, କାନୁନଆଦିର ବିରୁଦ୍ଧ

ଉଦାହରଣ : ସେ ଅନ୍ୟାୟ କାମ କଲାବେଳେ ଧରା ପଡ଼ିଲା

ସମକକ୍ଷ : ଅବିଧିମାନ୍ୟ, ଅବୈଧାନିକ, ନିୟମବିରୁଦ୍ଧ, ବିଧିବିରୁଦ୍ଧ

Prohibited by law or by official or accepted rules.

An illegal chess move.
illegal