ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବୈଧାନିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବୈଧାନିକ   ବିଶେଷଣ

ଅର୍ଥ : ଯାହା ବିଧି, କାନୁନଆଦିର ବିରୁଦ୍ଧ

ଉଦାହରଣ : ସେ ଅନ୍ୟାୟ କାମ କଲାବେଳେ ଧରା ପଡ଼ିଲା

ସମକକ୍ଷ : ଅନ୍ୟାୟ, ଅବିଧିମାନ୍ୟ, ନିୟମବିରୁଦ୍ଧ, ବିଧିବିରୁଦ୍ଧ

Prohibited by law or by official or accepted rules.

An illegal chess move.
illegal

ଅର୍ଥ : ଯେ ବିଧାନ ବା ବିଧି ଅନୁସାରେ ଠିକ୍‌ ନୁହେଁ

ଉଦାହରଣ : ଅବୈଧାନିକ କାର୍ଯ୍ୟରେ କ୍ଷତି ହୋଇଥାଏ

ସମକକ୍ଷ : ଅବିଧାନସମ୍ମତ

जो विधान या विधि के अनुसार ठीक न हो।

अविधान कार्य से क्षति होती है।
अविधान, अविधि, अविधिक

Prohibited by law or by official or accepted rules.

An illegal chess move.
illegal