ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅତ୍ୟାଚାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅତ୍ୟାଚାର   ବିଶେଷ୍ୟ

ଅର୍ଥ : ବହୁତ ଲୋକଙ୍କର ଏଭଳି ଝଗଡ଼ା ଯେଉଁଥିରେ ମାଡ଼ପିଟ ବି ହୁଏ

ଉଦାହରଣ : ଛାତ୍ର ଉପଦ୍ରବରେ ଅସ୍ତବ୍ୟସ୍ତ ହୋଇ ପ୍ରଧାନଶିକ୍ଷକ ଅନିଶ୍ଚିତ କାଳପାଇଁ ବିଦ୍ୟାଳୟକୁ ବନ୍ଦ କରିଦେଲେ ଆପଣମାନେ ଅଯଥାରେ ଗଣ୍ଡଗୋଳ କରନ୍ତୁ ନାହିଁ ଚାରିଆଡେ ଅତ୍ୟାଚାର, ଉତ୍ପୀଡନ ବ୍ୟାପିଛି

ସମକକ୍ଷ : ଉତ୍ପାତ, ଉତ୍ପୀଡନ, ଉପଦ୍ରବ, ଦଙ୍ଗା

बहुत से लोगों द्वारा की जाने वाली तोड़-फोड़, मार-पीट आदि।

छात्रों के उपद्रव से परेशान होकर प्रधानाचार्य ने अनिश्चित काल के लिए विद्यालय को बंद कर दिया।
आप लोग व्यर्थ का बवाल खड़ा मत कीजिए।
चारों तरफ़ अँधेर मचा है।
अँधेर, अंधेर, अनट, अनैहा, अन्धेर, अहिला, उतपात, उत्पात, उपद्रव, ऊधम, ख़ुराफ़ात, खुराफात, गदर, ग़दर, डमर, दंग़ा, दंग़ा-फ़साद, दंग़ाफ़साद, दंगा, दंगा-फसाद, दंगाफसाद, दूँद, फतूर, फसाद, फ़तूर, फ़साद, फ़ितूर, फ़ुतूर, फितूर, फुतूर, बखेड़ा, बवाल, वारदात, विप्लव, हंगामा

A noisy fight in a crowd.

brawl, free-for-all

ଅର୍ଥ : କଷ୍ଟ ଦେଉଥିବା କ୍ରିୟା

ଉଦାହରଣ : ଶାଶୁ ଘରର ନିର୍ଯାତନା ସହି ନପାରି ରାଗିଣୀ ଆତ୍ମହତ୍ୟା କରିଦେଲା

ସମକକ୍ଷ : ଉତ୍ପୀଡନ, ତାଡ଼ନ, ନିର୍ଯାତନା, ପୀଡ଼ନ

कष्ट देने की क्रिया।

ससुराल वालों के उत्पीड़न से परेशान होकर रागिनी ने आत्महत्या कर ली।
अत्याचार, अर्दन, अवघात, अवमर्दन, उत्पीड़न, ताड़न, ताड़ना, दलन, पीड़न, प्रताड़न, प्रताड़ना, प्रमथन, प्रमाथ

The act of tormenting by continued persistent attacks and criticism.

harassment, molestation

ଅର୍ଥ : ମାରିବାର ମସୁଧା

ଉଦାହରଣ : ଶାସନର ଅଭ୍ୟାଘାତରେ ସମସ୍ତେ ଆକ୍ରାନ୍ତ ଥିଲେ

ସମକକ୍ଷ : ଅଭ୍ୟାଘାତ, ଉତ୍ପୀଡ଼ନ, ଚଢ଼ାଉ

मारने की सलाह।

अभ्याघात भी दंडनीय अपराध है।
अभ्याघात

ଅର୍ଥ : ଅନ୍ୟସହିତ ବଳପୂର୍ବକ କରାଯାଉଥିବା ଅନୁଚିତ କିମ୍ବା କଷ୍ଟଦାୟକ ବ୍ୟବହାର

ଉଦାହରଣ : ଭାରତୀୟମାନଙ୍କ ଉପରେ ଇଂରେଜମାନେ ବହୁତ ଅତ୍ୟାଚାର କରିଥିଲେ

ସମକକ୍ଷ : ଅନାଚାର, ଅନ୍ୟାୟ, ଜୁଲୁମ୍

Cruel or inhumane treatment.

The child showed signs of physical abuse.
abuse, ill-treatment, ill-usage, maltreatment