ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଧର୍ମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଧର୍ମ   ବିଶେଷ୍ୟ

ଅର୍ଥ : ଇହଲୋକରେ ଖରାପ ବିଚାର କରାଯାଉଥିବା ଓ ପରଲୋକରେ ଅଶୁଭ ଫଳ ଦେବା କର୍ମ

ଉଦାହରଣ : ମିଛ କହିବା ମହାପାପ

ସମକକ୍ଷ : ଅନ୍ୟାୟ, ଅମଙ୍ଗଳ, କଳୁଷ, ଦୁଷ୍କୃତି, ପାତକ, ପାପ, ମନ୍ଦକର୍ମ

इस लोक में बुरा माना जाने वाला और परलोक में अशुभ फल देने वाला कर्म।

झूठ बोलना बहुत बड़ा पाप है।
अक, अकर्म, अघ, अधर्म, अपराध, अपुण्य, अमीव, अमीवा, अराद्धि, कलुष, कल्क, गुनाह, तमस, तमस्, त्रियामक, पातक, पाप, पाष्मा, वृजन, वृजिन, हराम

An act that is regarded by theologians as a transgression of God's will.

sin, sinning

ଅର୍ଥ : ଧର୍ମ ବିରୋଧୀ କାର୍ଯ୍ୟ

ଉଦାହରଣ : ଆଜିକାଲି ସମାଜରେ ଅଧର୍ମର ପ୍ରତିପତ୍ତି ବେଶୀ

ସମକକ୍ଷ : ଅଧର୍ମପଣ, କଦାଚାର, କୁଧର୍ମ, କୁମାର୍ଗ, ଦୁରାଚାର

धर्म के विरुद्ध कार्य।

आज-कल समाज में अधर्म का बोलबाला है।
अधर्म, अनमारग, अमारग, अमार्ग, कदाचार, कुधर्म, कुमारग, कुमार्ग, दुराचार, पापाचार

Activity that transgresses moral or civil law.

He denied any wrongdoing.
actus reus, misconduct, wrongdoing, wrongful conduct