ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଠ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଠ   ବିଶେଷ୍ୟ

ଅର୍ଥ : ଗ୍ରନ୍ଥ,ପୁସ୍ତକଆଦିର ଖଣ୍ଡ ବା ବିଭାଗ ଯେଉଁଥିରେ କୌଣସି ବିଷୟ ବା ତା’ର ବିଶେଷ ଅଂଶର ବିବେଚନା ହୋଇଥାଏ

ଉଦାହରଣ : ଆଜି ପ୍ରବଚନ ଦେବାସମୟରେ ମହାତ୍ମାଜୀ ଗୀତାର ପଞ୍ଚମଅଧ୍ୟାୟର ବ୍ୟାଖ୍ୟାକଲେ

ସମକକ୍ଷ : ଅଧ୍ୟାୟ, ଅନୁଚ୍ଛେଦ, ଆଶ୍ୱାସ, ପରିଚ୍ଛେଦ

ग्रन्थ, पुस्तक आदि का खंड या विभाग जिसमें किसी विषय या उसके विशेष अंग का विवेचन हो।

आज प्रवचन के दौरान महात्माजी ने गीता के पाँचवे अध्याय की व्याख्या की।
अध्याय, अनुच्छेद, अवच्छेद, आलोक, आश्वास, उच्छवास, परिच्छेद, पाठ, विच्छेद, समुल्लास

ଅର୍ଥ : ଏକ ସମୟରେ ପଢ଼ାଯାଉଥିବା ଅଂଶ

ଉଦାହରଣ : ଆଜି ଶିକ୍ଷକ ଛାତ୍ରଙ୍କୁ ଚତୁର୍ଥ ପାଠର ଅଂଶକୁ ମନେରଖିବାକୁ କହିଛନ୍ତି

अध्ययन के समय एक बार में पढ़ाया जाने वाला अंश।

गुरूजी ने आज चार सबक याद करने को कहा है।
पाठ, सबक

A task assigned for individual study.

He did the lesson for today.
lesson

ଅର୍ଥ : ନିୟମ ବା ବିଧି ଅନୁସାରେ ଧର୍ମଗ୍ରନ୍ଥ ପଢ଼ିବାର ଭାବ ବା କ୍ରିୟା

ଉଦାହରଣ : ଏହି ମନ୍ଦିରରେ ଅଖଣ୍ଡ ରାମାୟଣ ପାଠର ଆୟୋଜନ କରାଯାଇଛି

ସମକକ୍ଷ : ବୋଲା

नियम या विधिपूर्वक धर्मग्रंथ पढ़ने की क्रिया या भाव।

इस मंदिर में अखंड रामायण पाठ का आयोजन किया गया है।
तलावत, तिलावत, पाठ